ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଲେ ନିକାରାଗୁଆର ଶେନିସ ପାଲାସିଅସ । ୨୦୨୩ ବ୍ରହ୍ମାଣ୍ଡ ସୁନ୍ଦରୀ ଭାବେ ଟାଇଟଲ ହାସଲ କରିଛନ୍ତି ଶେନିସ। ଜୋସ ଆଡଲଫୋ ପିନେଡା ଆରେନାର ଅନୁଷ୍ଠିତ ଇଭେଣ୍ଟରେ ଏହି ସମ୍ମାନ ହାସଲ କରିଛନ୍ତି ଶେନିସ । ବ୍ରହ୍ମାଣ୍ଡ ସୁନ୍ଦରୀ ଆଖ୍ୟା ଅର୍ଜନ କରିବାରେ ଶେନିସ ହେଉଛନ୍ତି ପ୍ରଥମ ନିକାରାଗୁଆ ମହିଳା । ଅଷ୍ଟ୍ରେଲିଆର ମୋରାୟ ଓ୍ବିଲସନ ସେକଣ୍ଡ ରନର୍ସ ଅପ୍ ହୋଇଥିବାବେଳେ ଥାଇଲାଣ୍ଡର ଆଣ୍ଟୋନିଆ ପୋର୍ସିଲଡ ହୋଇଛନ୍ତି ଫାଷ୍ଟ ରନର ଅପ । ଚଳିତ ବର୍ଷ ଭାରତ ପକ୍ଷରୁ ଚଣ୍ଡୀଗଡ ଜନ୍ମିତ ଶ୍ବେତା ଶାରଦା ପ୍ରତିନିଧିତ୍ବ କରିଥିବାବେଳେ ଟପ୍ ୨୦ ମଧ୍ୟରେ ସ୍ଥାନୀତ ହୋଇଥିଲେ ।
Related Posts
ଛାଡ଼ପତ୍ର ଆବେଦନ କଲେ ଫିନ୍ଲାଣ୍ଡ ପ୍ରଧାନମନ୍ତ୍ରୀ
ଫିନଲାଣ୍ଡର ବିଦାୟୀ ପ୍ରଧାନମନ୍ତ୍ରୀ ସାନ୍ନା ମାରିନ ତାଙ୍କର ସ୍ବାମୀ ମାର୍କସ ରାଇକୋନେନଙ୍କଠାରୁ ଛାଡ଼ପତ୍ର ନେବା ପାଇଁ ଯୁଗ୍ମଭାବେ ଆବେଦନ କରିଥିବା…
ମେସ୍କିକୋରେ ଘାଟିକୁ ଖସିଲା ବସ୍, ୨୭ ମୃତ
ଆମେରିକା ମେକ୍ସିକୋରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରମାସ୍ୟ ହରାଇ ଘାଟିକୁ ଖସିଲା ବସ୍ । ଦୁର୍ଘଟଣାରେ ୨୭ ଜଣଙ୍କର…
ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ୧୭ ବର୍ଷ ଲେଖାଏଁ ଜେଲଦଣ୍ଡ
ପାକିସ୍ତାନର ଏକ ସ୍ୱତନ୍ତ୍ର କୋର୍ଟ ତୋଶାଖାନା-୨ ମାମଲାରେ ପାକିସ୍ତାନ ତେହେରିକ୍-ଏ-ଇନସାଫ୍ (ପିଟିଆଇ) ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ…

