ରିଲିଜ୍ ହେଲା ମଚ ଆଓ୍ବେଟେଡ୍ ଓ୍ବେବ୍ ସିରିଜ୍ ଇଣ୍ଡିଆନ୍ ପୁଲିସ୍ ଫୋର୍ସର ଟିଜର୍ । ଟିଜରର ଫାଷ୍ଟ ଲୁକରେ ସିଦ୍ଧାର୍ଥ ମଲହୋତ୍ରା, ଶିଳ୍ପା ସେଟ୍ଟୀ ଏବଂ ବିବେକ ଓବ୍ରଏଙ୍କୁ ପୁଲିସ ଭୂମିକାରେ ଦର୍ଶକ ଦେଖିବାକୁ ପାଇଛନ୍ତି ।। ଏହି ସିରିଜର ସାତଟି ପାର୍ଟ ରହିଛି। ଜାନୁଆରୀ ‘ଇଣ୍ଡିଆନ୍ ପୁଲିସ୍ ଫୋର୍ସ’ 2024, ଜାନୁଆରୀ 19ରେ OTT ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ପ୍ରିମିୟର ହେବାର କାର୍ଯ୍ୟକ୍ରମ ରହିଛି। ସିରିଜଟି ସମ୍ପୂର୍ଣ୍ଣ ରୂପେ ଭାରତୀୟ ପୁଲିସ ଅଧିକାରୀଙ୍କ ଉପରେ ଆଧାରିତ।

