ଲୋକାର୍ପଣ ହେବ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ।ଶ୍ରୀକ୍ଷେତ୍ର ରୂପାନ୍ତରଣ ମହାପର୍ବରେ ସାମିଲ ହେବେ ରାଜ୍ୟବାସୀ,ପରିକ୍ରମା ପାର୍ବଣ ନିମନ୍ତେ ପ୍ରତି ପଞ୍ଚାୟତକୁ ୨ ଲକ୍ଷ ଟଙ୍କା । ଆସନ୍ତା ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ସମଗ୍ର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ । ଏହି ଐତିହାସିକ କାର୍ଯ୍ୟକ୍ରମରେ ସାମିଲ ହେବେ ସାରା ରାଜ୍ୟବାସୀ । ପ୍ରତ୍ୟେକ ଘରୁ ଗୁଆ ଓ ଚାଉଳ ସଂଗ୍ରହ କରାଯିବ । ପ୍ରତ୍ୟେକ ଗ୍ରାମର ଲୋକେ ଏହି ରୂପାନ୍ତରଣ ମହାପର୍ବରେ ସାକ୍ଷୀ ରହିବେ । ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟବାସୀଙ୍କୁ ଏଥିପାଇଁ ନିମନ୍ତ୍ରଣ କରାଯାଇଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅଧିନରେ ପୂରା ପ୍ରକ୍ରିୟା ପରିଚାଳିତ ହେବ ।
Related Posts
ଚାଷୀଙ୍କ ଆକାଉଣ୍ଟକୁ ଖୁବ୍ ଶୀଘ୍ର ଯିବ ଟଙ୍କା
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ବରମୁଣ୍ଡା ଖେଳ ପଡିଆ ଠାରେ ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଉଦ୍ଯାପନ ଅବସରରେ…
ଓକାକ ପକ୍ଷରୁ ରାଜ୍ୟସ୍ତରୀୟ ଏଆଇ, ଆଇଓଟି ଓ ରୋବଟିକ୍ସ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ;
ଭୁବନେଶ୍ଵର ସ୍ଥିତ ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଅଧିନସ୍ଥ ଓକାକ୍ ତରଫରୁ ସରକାରୀ…
ଛତୁଆ ଝଡ଼, କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ
ବିଧାନସଭାରେ ଛତୁଆକୁ ନେଇ ବିଧାନସଭାରେ ଝଡ଼ । ଗୃହରେ ଛତୁଆ ଦୁର୍ନୀତି ନେଇ ବିଧାୟକଙ୍କ ଉଦବେଗ ପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ…

