ବନ୍ଦ ହେଲା ନୂଆ ଓ

ନବୀନ ସରକାରଙ୍କ ‘ନୂଆ ଓ’ କାର୍ଯ୍ୟକ୍ରମ ବନ୍ଦ କଲେ ମୋହନ ସରକାର । ଖୁବଶୀଘ୍ର ଆରମ୍ଭ ହେବ ଫାଇନାନ୍‌ସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ ।

ତେବେ ସରକାର ଆସନ୍ତା ବର୍ଷ ଏହି ନୂଆ ଯୋଜନା ପ୍ରଣୟନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏ ନେଇ ଯୋଜନାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି କାର୍ଯ୍ୟ ଚାଲିଥିବା ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ବିଧାନସଭାରେ ସ୍ପଷ୍ଟୀକରଣ କରି ଉଚ୍ଚ ଶିକ୍ଷାମନ୍ତ୍ରୀ କହିଛନ୍ତି ନୂଆ ଓ ଯୋଜନା ବନ୍ଦ କାରଯିବ , ତେବେ ଚଳିତ ବଜେଟରେ କୌଣସି ବ୍ୟୟ ଅଟକଳ ହୋଇନି ।

Post Views33 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!