ନିଯୁକ୍ତ ହେଲେ ୬ ନୂଆ ଉପଜିଲ୍ଲାପାଳ

ନିଯୁକ୍ତ ହେଲେ ୬ ନୂଆ ଉପଜିଲ୍ଲାପାଳ। ୬ ଟ୍ରେନି IASଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। IAS ଅକ୍ଷୟ ପିଲାଇଙ୍କୁ ବଣାଇ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ଆଠଗଡ଼ ଉପଜିଲ୍ଲାପାଳ ହୋଇଛନ୍ତି IAS ପ୍ରହ୍ଲାଦ ନାରାୟଣ ଶର୍ମା।

ସେହିପରି IAS ଅରୁଗୁଳା ସ୍ନେହାଙ୍କୁ ପଦ୍ମପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି।IAS ଆକବରମ ସାସି ରେଡ୍ଡୀ ଜୟପୁର ଉପଜିଲ୍ଲାପାଳ, IAS ସମୀର କୁମାର ଜେନା ତାଳଚେର ଉପଜିଲ୍ଲାପାଳ ଏବଂ ରାଇରଙ୍ଗପୁର ଉପଜିଲ୍ଲାପାଳ ଭାବେ IAS ସୌମ୍ୟରଞ୍ଜନ ପ୍ରଧାନଙ୍କୁ ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ସରକାର।

 

 

Post Views19 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!