ବିବାହ ବନ୍ଧନରେ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ

ରାଜସ୍ଥାନ ଜୟପୁରରେ ଆଇଟି ପ୍ରଫେସନାଲ ଭେଙ୍କେଟେଶ ସାଇଙ୍କ ହାତ ଧରିବେ ସିନ୍ଧୁ । ଦକ୍ଷିଣ ଭାରତ ରିତିନୀତି ହେବ ବାହାଘର । ୨୪ରେ ହାଇଦ୍ରା ବାଦରେ ରିସେପସନ ପାର୍ଟି । ନିକଟରେ ସିନ୍ଧୁ ବାହାଘର ଖବର ମିଡିଆରେ ପ୍ରକାଶ କରିଥିଲେ ।

ଏଥିସହ ନିକଟରେ ତାଙ୍କ ନିର୍ବନ୍ଧ ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରି ଖୁସି ପ୍ରକାଶ କରିଥିଲେ । ଭାବି ସ୍ବାମୀଙ୍କ ସହ ଯାଇ ଖେଳ ଜଗତର ଜଣାଶୁଣା ବ୍ୟକ୍ତିତ୍ବଙ୍କୁ ନିମନ୍ତ୍ରଣ ପତ୍ର ଦେଉଥିବାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା।

Post Views4 Total Count

Apply Now


This will close in 0 seconds

error: Content is protected !!