ସାହୁ ଭାଉଜଙ୍କ ନାଁରେ ମାମଲା

ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିବା ଜଣାଶୁଣା ସାହୁ ଭାଉଜଙ୍କ ନାଁରେ ମାମଲା ରୁଜୁ ହୋଇଛି । ମାଲକାନଗିରି ଥାନାରେ ମାମଲା ରୁଜୁ ହୋଇଛି ।

ଯାତ୍ରା ଆୟୋଜକ କୋତାମେଟା ଆୟୋଜନ କମିଟି ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି । ବିଏନଏସ୍ ଧାରା ୨୯୬ରେ ଭାଗ୍ୟଶ୍ରୀ ସାହୁଙ୍କ ନାଁରେ ମାମଲା ରୁଜୁ ହୋଇଥିବା ସୂଚନା ରହିଛି ।

ଏହାସହ ଅଶ୍ଳୀଳ ଦୃଶ୍ୟକୁ ଉପଭୋଗ କରୁଥିବା ଅଭିଯୋଗରେ ମଧ୍ୟ ସମ୍ପୃକ୍ତ ଥାନା ଆଇଆଇସିଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି।

Post Views47 Total Count

Apply Now


This will close in 0 seconds

error: Content is protected !!