ନରେନ୍ଦ୍ର ମୋଦୀ ପୂର୍ବଜନ୍ମରେ ଥିଲେ ମହାରାଜ ଛତ୍ରପତି ଶିବାଜୀ

ସଂସଦରେ ପ୍ରଦୀପ ପୁରୋହିତଙ୍କ ଅଜବ ଯୁକ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବଜନ୍ମରେ ଛତ୍ରପତି ଶିବାଜୀ ଥିଲେ ବୋଲି କହିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ ।

ଗନ୍ଧମାର୍ଦ୍ଦନ ପାହାଡ଼ରେ ରହୁଥିବା ଗିରିଜା ବାବା ମୋଦୀଙ୍କ ପୂର୍ବଜନ୍ମ ବିଷୟରେ ଏଭଳି କିଛି କହିଥିବା ପାର୍ଲାମେଣ୍ଟରେ କହିଛନ୍ତି ବରଗଡ଼ ସାଂସଦ ।

ଗିରିଜା ବାବା ପ୍ରଦୀପ ପୁରୋହିତଙ୍କୁ କହିଛନ୍ତି ପୂର୍ବଜନ୍ମରେ ଯିଏ ଛତ୍ରପତି ଶିବାଜୀ ମହାରାଜ ଥିଲେ ଏ ଜନ୍ମରେ ନରେନ୍ଦ୍ର ମୋଦୀ ହୋଇଛନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ଦେଶକୁ ବିକଶିତ ଭାରତ କରିବା ଦିଗରେ ସେ ଲାଗି ପଡିଛନ୍ତି। ପ୍ରଦୀପ ପୁରୋହିତଙ୍କ ଏଭଳି ବୟାନକୁ ନେଇ ସାଧାରଣରେ ଚର୍ଚ୍ଚା କରାଯାଉଛି।

Post Views11 Total Count

Apply Now


This will close in 0 seconds

error: Content is protected !!