ଆଇପିଏସ ସ୍ତରରେ ଅଦଳବଦଳ , ସଞ୍ଜୀବ ପଣ୍ଡା ହେଲେ ନକ୍ସଲ ବିରୋଧୀ ଅପରେସନ ଏଡିଜି

ଆଇପିଏସ ସ୍ତରରେ ଅଦଳବଦଳ। ସଞ୍ଜୀବ ପଣ୍ଡା ହେଲେ ନକ୍ସଲ ବିରୋଧୀ ଅପରେସନ ଏଡିଜି। କେ.ଭି ସିଂହ ହେଲେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି। ଅଖିଳେଶ୍ବର ସିଂହ ହେଲେ ସ୍ବତନ୍ତ୍ର ଗୁଇନ୍ଦା ଶାଖା ଡିଆଇଜି। ସେହିପରି ଅନୁପ କୁମାର ସାହୁଙ୍କୁ BPSPAର ନିର୍ଦ୍ଦେଶକ ଦାୟିତ୍ଵ ଦିଆଯାଇଛି। ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଆଇଜି ଅଛନ୍ତି ଅନୁପ ସାହୁ।

Post Views2 Total Count

Apply Now


This will close in 0 seconds

error: Content is protected !!