ଓଡ଼ିଆ ଝିଅ ପ୍ରିତିସ୍ମିତା ଭୋଇଙ୍କୁ ସ୍ବର୍ଣ୍ଣ

ଅହମ୍ମଦାବାଦ ରେ ଆୟୋଜିତ ଜୁନିୟର କମନୱେଲଥ୍‌ ୱେଟଲିଫ୍‌ଟିଂ ରେ ଚମକିଲେ ଓଡ଼ିଆ ଝିଅ । ଓଡ଼ିଶାର ପ୍ରିତିସ୍ମିତା ଭୋଇ ମହିଳା ୪୪ କିଲୋ ଓଜନ ବର୍ଗରେ ସ୍ଵର୍ଣ୍ଣ ଜିତିଛନ୍ତି । ସ୍ବର୍ଣ୍ଣ ପଦକ ସହ ସେ ୩ଟି କମନ୍ ୱେଲଥ ରେକର୍ଡ କରି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ।

ପ୍ରିତିସ୍ମିତା ଙ୍କ ଘର ଢେଙ୍କାନାଳ ଜିଲ୍ଲାରେ , ତାଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Post Views3 Total Count

Apply Now


This will close in 0 seconds

error: Content is protected !!