ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ପୁଣି ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଗତକାଲି ସେ ନୂଆଦିଲ୍ଲୀରୁ ଫେରିଥିଲେ। ହେଲେ କିଛି ଘଣ୍ଟା ପରେ ପୁଣି ତାଙ୍କୁ ଡାକରା ଆସିଲା, ଯେଉଁଥିପାଇଁ ସେ ପୁଣି ଥରେ ବିଳମ୍ବିତ ରାତିରେ ଦିଲ୍ଲୀ ଯାଇଛନ୍ତି।

ଦିଲ୍ଲୀରେ ଶୀର୍ଷ ନେତୃତ୍ବକୁ ଭେଟି ଆଲୋଚନା କରିବାର ସମ୍ଭାବନା ରହିଛି। ତେବେ ସେ କାହିଁକି ଅଚାନକ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି, ସେନେଇ ଦଳ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

ତେବେ ସେ କାହିଁକି ଅଚାନକ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି, ସେନେଇ ଦଳ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

Post Views21 Total Count

Apply Now


This will close in 0 seconds

error: Content is protected !!