ବିବାହ ବନ୍ଧନରେ ବାନ୍ଧି ହେଲେ ଅଧିନାୟିକା ରାଣୀ ରାମ୍‌ପାଲ

ଭାରତୀୟ ହକି ଆଇକନ ତଥା ପୂର୍ବତନ ଅଧିନାୟିକା ରାଣୀ ରାମ୍‌ପାଲଙ୍କ ବିବାହ ରବିବାର ସମ୍ପନ୍ନ ହୋଇଛି। ସେ ଜଣେ ଚାର୍ଟଡ ଆକାଉଣ୍ଟାଣ୍ଟ ପଙ୍କଜ ସରୋହାଙ୍କୁ ବିବାହ କରିଛନ୍ତି।

ବିବାହ ଉତ୍ସବରେ ଉଭୟଙ୍କ ପରିବାର ଏବଂ ବନ୍ଧୁ ପରିଜନ ଉପସ୍ଥିତ ଥିଲେ। ରାଣୀ ରାମନାଲ ହେଉଛନ୍ତି ଭାରତର ଜଣେ ଅନ୍ୟତମ ଜଣାଣୁଶା ସେଲିବ୍ରିଟି ଆଥଲେଟ।

ତାଙ୍କ ଅଧିନାୟକତ୍ୱରେ ଭାରତୀୟ ମହିଳା ହକି ଦଳ ବିଶ୍ୱସ୍ତରରେ ଅନେକ ମାଇଲଖୁଣ୍ଟ ହାସଲ କରିଛି। ବିବାହ ପାଇଁ ନବବିବାହିତ ଦମ୍ପତିଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।

Post Views28 Total Count

Apply Now


This will close in 0 seconds

error: Content is protected !!