ହସ୍ପିଟାଲରେ ନବୀନ

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ହସ୍ପିଟାଲ ଯାଇଛନ୍ତି। ସେ ଏଲ.ଭି.ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନକୁ ଯାଇି ନିଜର ଆଖି ପରୀକ୍ଷା କରିଛନ୍ତି।

ଦୃଷ୍ଟି ସମସ୍ୟା ଦେଖାଦେଇଥିବାରୁ ଆଖି ଚେକ ଅପ କରିଛନ୍ତି। ଏହା ତାଙ୍କ ରୁଟିନ୍‌ ଚେକ୍‌ଅପ୍‌ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ,ଗତ ଜୁନ ମାସରେ ମୁମ୍ବାଇରେ ନବୀନଙ୍କ ସର୍ଭିକାଲ ଆର୍ଥ୍ରାଇଟିସ ଅସ୍ତ୍ରୋପ୍ରଚାର ହୋଇଥିଲା।

Post Views26 Total Count

Apply Now


This will close in 0 seconds

error: Content is protected !!