EOW ଜାଲରେ SBIର ଡେପୁଟି ମ୍ୟାନେଜର

EOW ଜାଲରେ SBIର ଡେପୁଟି ମ୍ୟାନେଜର । ଫର୍ଜି କାଗଜପତ୍ର ଜରିଆରେ ୫୯ ଜଣଙ୍କୁ ଋଣ ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ୨୦୨୧ ସେପ୍ଟେମ୍ବରରୁ ୨୦୨୨ ସେପ୍ଟେମ୍ବର ମଧ୍ୟରେ ଠକେଇର ବ୍ଲୁ ପ୍ରିଣ୍ଟ ତିଆରି ହୋଇଥିଲା ।

ଅଭିଯୁକ୍ତ ଡେପୁଟି ମ୍ୟାନେଜରଙ୍କ ଅନୁମୋଦନ କ୍ରମେ ଭୁଲ ଲୋକଙ୍କୁ ଲୋନ୍ ଦିଆଯାଇଥିଲା ।

ଫୁଲବାଣୀ ବ୍ରାଞ୍ଚର ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟ ଗିରଫ। କେସ ନମ୍ବର ୧୪, ଦଫା ୪୦୯, ୪୨୦, ୪୬୭, ୪୬୮,୪୭୧ ଓ ୧୨୦ B ରେ ଗିରଫ ହୋଇଛନ୍ତି ଆଶୁତୋଷ ।

ଏ ନେଇ EOWରେ ଅଭିଯୋଗ କରିଥିଲେ ବ୍ୟାଙ୍କର ରିଜିଓନାଲ ମ୍ୟାନେଜର । ଏକ୍ସପ୍ରେସ କ୍ରେଡିଟ୍ ଲୋନ୍ ଦେବା ନାଁରେ ୮କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି ।

Post Views40 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!