ଭିଜିଲାନ୍ସ ଜାଲରେ ପୁରୀ ସବ୍ ରେଜିଷ୍ଟ୍ରାର ଅଫିସର ମୁଖ୍ୟ କିରାଣି

ଜମି ବିକ୍ରି କାଗଜପତ୍ର କରାଇ ଦେବାକୁ ନେଉଥିଲେ ଲାଞ୍ଚ ,ବନ୍ଧା ହେଲେ ପୁରୀ ସବ୍ ରେଜିଷ୍ଟ୍ରାର ଅଫିସର ମୁଖ୍ୟ କିରାଣି । ରଘୁନାଥ ବିଷୋୟୀଙ୍କୁ ଗିରଫ କଲା ଭୁବନେଶ୍ବର ଭିଜିଲାନ୍ସ ଟିମ୍ ।

ଜମି ବିକ୍ରି କାଗଜପତ୍ର କରାଇ ଦେବାକୁ ନେଉଥିଲେ ଲାଞ୍ଚ । ପୂର୍ବରୁ ୫ହଜାର ଟଙ୍କା ନେଇଥିଲେ ।

ଆଜି ବଳକା ଆଉ ୫ହଜାର ଟଙ୍କା ନେଉଥିବା ବେଳେ ରଘୁନାଥ ବିଶୋଇଙ୍କୁ ମାଡି ବସିଛି ଭିଜିଲାନ୍ସ ।

Post Views72 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!