ଖୁବ ଶିଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଚେନ୍ନାଇ ସୁପର କିଙ୍ଗର ଷ୍ଟାର ଓପନର ଋତୁରାଜ ଗାଏକୱାଡ଼ । ଜୁନ ୪ରେ ବିବାହ ହେବା ନେଇ ଖବର ମିଳିଛି । ପୂର୍ବରୁ ମରାଠୀ ଅଭିନେତ୍ରୀ ସୟାଲୀ ସଂଜୀବଙ୍କ ସହ ଋତୁରାଜଙ୍କ ପ୍ରେମସମ୍ପର୍କକୁ ନେଇ ଅନେକ ଖବର ସାମ୍ନାକୁ ଆସିଛି ।
ଏହା ଉପରେ କିନ୍ତୁ କେବେ ବି କୌଣସି ପ୍ରତିକ୍ରିୟା ଦେନଥିଲେ । ବାହାଘର ପାଇଁ ୱାଲ୍ଡ ଟେଷ୍ଟ ଚାମ୍ପ୍ରିନସିଫ ଯିବା ପାଇଁ ମନା କରିଛନ୍ତି ଋତୁରାଜ ।ଋତୁରାଜ ଜୀବନସାଥୀ ଭାବେ କୌଣସି ମଡେଲ, ଅଭିନେତ୍ରୀଙ୍କୁ ବାଛିନାହାଁନ୍ତି ବଂର ଜଣେ କ୍ରିକେଟରଙ୍କୁ ବିବାହ କରିବାକୁ ଯାଉଛନ୍ତି । ସେ ହେଉଛନ୍ତି ଉତ୍କଷା ପାୱାର ।
ମହାରାଷ୍ଟ୍ରର ଜଣେ ରାଜ୍ୟସ୍ତରୀୟ କ୍ରିକେଟର ୨୪ ବର୍ଷ ବୟସ୍କା ଏହି ମହିଳା କ୍ରିକେଟର ଜଣେ ଦକ୍ଷ ବୋଲର ଭାବେ ଜଣାଶୁଣା

