ସାବଧାନ ! ହୀରାକୁଦ ଫୁଲୁଛି

ବଢିବାରେ ଲାଗିଛି ହୀରାକୁଦ ଜଳସ୍ତର । ୬୨୦.୪୧ଫୁଟରେ ପହଞ୍ଚିଲା ହୀରାକୁଦ ଜଳସ୍ତର। ବର୍ତମାନ ଡ୍ୟାମ ଭିତରକୁ ପ୍ରବେଶ କରୁଛି ୪ ଲକ୍ଷ ୮୪ ହଜାର କ୍ୟୁସେକ ବନ୍ୟାଜଳ । ଏକ ଲକ୍ଷ ଲକ୍ଷ ୭୦ ହଜାର ୨୮୦ ଘନଫୁଟ ବନ୍ୟାଜଳ ଜଳଭଣ୍ଡାରରୁ ନିସ୍କାସିତ ହେଉଛି । ୧୨ ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ବାମପଟୁ ୭ଟି ଡାହାଣ ପଟୁ ୫ଟି ଗେଟ୍ ଖୋଲାଯାଇଛି । ମୁଣ୍ଡଳିରେ ୪ ଲକ୍ଷ ୨୦ ହଜାର ୮୨୪ ଘନଫୁଟ ବନ୍ୟାଜଳ ପ୍ରବାହିତ ହେଉଛି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!