ଗୁଗୁଲ ଡୁଡୁଲ୍‌ର ସ୍ପେଶାଲ ଡୁଡୁଲ୍‌

ଆଜି ଦେଶ ପାଳୁଛି ୭୭ତମ ସ୍ବାଧିନତା ଦିବସ । ଏହି ଅବସରରେ ଗୁଗୁଲ ଡୁଡୁଲ୍‌ ନିଆରା ଢଙ୍ଗରେ ସ୍ବାଧୀନତା ଦିବସକୁ ପାଳନ କରିଛି । ଆଜି ଗୁଗୁଲ ଏକ ନିଆରା ଲୋଗୋ ଅପଲୋଡ କରିଛି । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବୟନ ପରମ୍ପରାକୁ ଗୁଗୁଲ ଲୋଗୋରେ ସ୍ଥାନ ଦେଇ ଦେଶକୁ ସମ୍ମାନ ଦେଇଛି  ।  ଲୋଗୋକୁ କରିଛନ୍ତି ନୂଆ ଦିଲ୍ଲୀର ଆର୍ଟିଷ୍ଟ ନମ୍ରତା କୁମାର ।ଭାରତର ବୟନ କଳାକୁ ଏକ ସନ୍ତୁଳିତ ଢଙ୍ଗରେ ସେ ଉପସ୍ଥାପିତ କରିଛନ୍ତି  । ବୟନ କଳା ଭାରତର ପରିଚୟ  ।

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!