ଲାଲୁଙ୍କୁ ଜାମିନ୍‌

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କୁ ଜାମିନ । ଚାକିରି ବଦଳରେ ଜମି ହଡ଼ପ ମାମଲାରେ ଲାଲୁଙ୍କୁ ଜାମିନ ଦେଇଛନ୍ତି ଦିଲ୍ଲୀର ରାଉଜ୍ ଏଭିନ୍ୟୁ କୋର୍ଟ । ଲାଲୁଙ୍କ ସହ ଲାଲୁଙ୍କ ପତ୍ନୀ ରାବଡି ଦେବି, ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ତଥା ଲାଲୁଙ୍କ ପୁଅ ତେଜସ୍ବୀ ଯାଦବ ଏବଂ ଆରଜେଡି ସାଂସଦତଥା ଲାଲୁଙ୍କ ଝିଅ ମିଶା ଭାରତୀଙ୍କୁ ଜାମିନ ମିଳିଛି । ଜାମିନ ମିଳିବା ପରେ କୋର୍ଟ ବାହାରେ ଲାଲୁଙ୍କ ସମର୍ଥକ ମିଠା ବାଣ୍ଟିଥିଲେ  । ପାର୍ଟି ମୁଖ୍ୟ ଲାଲୁ ଯଦାଦବଙ୍କ ସମର୍ଥନରେ ସ୍ଲୋଗାନ ଦେଇଥିଲେ ଦଳୀୟ ସମର୍ଥକ  ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!