ବାଂଲାଦେଶରୁ ଆସିଥିବା ଯୁବତୀ ପ୍ରେମିକ ନାଁରେ କଲେ ଅଭିଯୋଗ

ବାଲେଶ୍ୱର କମର୍ଦ୍ଦା ଥାନାରେ ବାଂଲାଦେଶରୁ ଆସିଥିବା ଯୁବତୀ ପ୍ରେମିକ ନାଁରେ ଅଭିଯୋଗ ପରେ ମାମଲା ରୁଜୁ କରିଛି କମର୍ଦ୍ଦା ପୋଲିସ । କିଛି ଦିନ ତଳେ ଯୁବତୀ ଜଣଙ୍କ ବାଂଲାଦେଶରୁ ବାଲେଶ୍ୱର ଆସିଥିଲେ । କମର୍ଦ୍ଦା ଅଞ୍ଚଳର ବିରେନ୍ଦ୍ର ପ୍ରତାପ ଭଞ୍ଜଙ୍କୁ ସେ ବିବାହ କରିଥିବା ଦାବି କରିଛନ୍ତି । ସେମାନଙ୍କ ମଧ୍ୟରେ ୬ ବର୍ଷର ସମ୍ପର୍କ ରହିଥିଲା । ଏବେ ବିରେନ୍ଦ୍ର ଆଉ ଜଣଙ୍କୁ ବିବାହ କରିବା ପରେ ବାଂଲାଦେଶୀ ଯୁବତୀ ରୁମା ମ୍ୟାରିଆମ୍ ବାଂଲାଦେଶରୁ ବାଲେଶ୍ୱରରେ ପହଞ୍ଚିିଥିଲେ ।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!