ସାଧାରଣ ନିର୍ବାଚନରେ ଯେଉଁଠି ଡ୍ୟୁଟି, ସେଇଠି ଭୋଟ୍

ଏଥର ସାଧାରଣ ନିର୍ବାଚନରେ ଭୋଟ୍ ଦେବା ପାଇଁ ନୂଆ ବ୍ୟବସ୍ଥା କରାଯାଇଛି। ପୋଲିଂ କର୍ମଚାରୀ ଯେଉଁଠି ଡ୍ୟୁଟି କରିବେ, ସେଇଠି ଭୋଟ୍ ଦେଇପାରିବେ। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ବତନ୍ତ୍ର ଭୋଟ୍ଗ୍ରହଣ କେନ୍ଦ୍ର କରାଯିବ।

୮୦ ବର୍ଷରୁ ଅଧିକ ବୟସ୍କ ଓ ୪୦ ବର୍ଷରୁ କମ୍ ଦିବ୍ୟାଙ୍ଗଙ୍କ ପାଇଁ ବି ବ୍ୟବସ୍ଥା କରାଯିବ।
ଏହି ଦୁଇ ବର୍ଗ ଅସୁସ୍ଥ ହୋଇ ଘରେ ରହୁଥିଲେ, ହୋମ୍ ଭୋଟିଂ ବ୍ୟବସ୍ଥା ମଧ୍ୟ କରାଯିବ। ଭୋଟ୍ ପାଇଁ ସବୁ ଜିଲାରେ ଇଭିଏମ ପହଞ୍ଚି ସାରିଛି ବୋଲି କହିଛନ୍ତି ନିର୍ବାଚନ କମିଶନର।

Post Views62 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!