ନଜର ପକାନ୍ତୁ କିଏ କେଉଁ ଆସନରୁ ବିଜୟୀ ହେଲେ..

ବ୍ରଜରାଜନଗର- ସୁରେଶ ପୂଜାରୀ(ବିଜେପି)

ଝାରସୁଗୁଡ଼ା- ଟଙ୍କଧର ତ୍ରିପାଠୀ(ବିଜେପି)

ଚିତ୍ରକୋଣ୍ଡା- ମଙ୍ଗୁ ଖିଲ(କଂଗ୍ରେସ)

ରଘୁନାଥପାଲ୍ଲୀ- ଦୁର୍ଗା ତନ୍ତୀ(ବିଜେପି)

ମାଲକାନଗିରି- ନରସିଂହ ମାଡ଼କାମୀ(ବିଜେପି)

ଆଳି- ପ୍ରତାପ ଦେବ(ବିଜେଡି)

କୁଚିଣ୍ଡା- ରବି ନାୟକ(ବିଜେପି)

ଭୁବନେଶ୍ୱର(ମଧ୍ୟ)- ଅନନ୍ତ ନାରାୟଣ ଜେନା(ବିଜେଡି)

ବାଙ୍କୀ- ଦେବୀ ରଂଜନ ତ୍ରିପାଠୀ(ବିଜେଡି)

ଦଶପଲ୍ଲା- ରମେଶ ବେହେରା(ବିଜେଡି)

ବିଝାଂରପୁର- ପ୍ରମିଳା ମଲ୍ଲିକ(ବିଜେଡି)

ଜଗତସିଂହପୁର- ଅମରେନ୍ଦ୍ର ଦାସ(ବିଜେପି)

ଆଠମଲ୍ଲିକ- ନଳିନୀକାନ୍ତ ପ୍ରଧାନ(ବିଜେଡି) ଅନୁଗୁଳ- ପ୍ରତାପ ଚନ୍ଦ୍ର ପ୍ରଧାନ(ବିଜେପି)

ବରଗଡ଼- ଅଶ୍ୱିନୀ ଷଡ଼ଙ୍ଗୀ(ବିଜେପି)

କେନ୍ଦୁଝର- ମୋହନ ମାଝୀ(ବିଜେପି)

ରଣପୁର- ସୁରମା ପାଢ଼ୀ(ବିଜେପି)

ସମ୍ବଲପୁର- ଜୟନାରାୟଣ ମିଶ୍ର(ବିଜେପି)

ଆନନ୍ଦପୁର- ଅଭିମନୁ୍ୟ ସେଠୀ(ବିଜେଡି)

ଧର୍ମଗଡ଼- ସୁଧିର ପାଟ୍ଟଯୋଶୀ(ବିଜେପି)

ବାଲିଗୁଡ଼ା- ଚନ୍ଦ୍ରମଣି କହଁର(ବିଜେଡି)

ଭବାନୀପାଟଣା- ସାଗର ଦାସ(କଂଗ୍ରେସ)

ଅତାବିରା- ନିହାର ମହାନନ୍ଦ(ବିଜେପି)

ଆସ୍କା- ଅନିତା ଶୁଭଦର୍ଶିନୀ ପଣ୍ଡା (ବିଜେପି )

 

 

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!