ବାରାଣସୀ ଆସନରେ ବିଜୟୀ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କଡ଼ା ଟକ୍କର ଭିତରେ ଉତ୍ତର ପ୍ରଦେଶର ବାରାଣସୀ ଆସନରେ ବିଜୟୀ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୪ ଓ ୨୦୧୯ରେ ମୋଦି ଏହି ଆସନରୁ ଏକତରଫା ଭାବେ ବିଜୟୀ ହୋଇଥିଲେ।

କିନ୍ତୁ ଏଥର ତାଙ୍କୁ କଂଗ୍ରେସର ଅଜୟ ରାୟ କଡ଼ା ଟକ୍କର ଦେଇଛନ୍ତି। ମୋଦି କ୍ରମାଗତ ତୃତୀୟ ଥର ପାଇଁ ଏଠାରୁ ଜିତିଥିଲେ ହେଁ ବିଜୟ ବ୍ୟବଧାଦ ୧.୫୦ ଲକ୍ଷ ରହିଛି।

ମୋଦିଙ୍କୁ ୬,୧୨,୯୭୦ ଖଣ୍ଡ ଭୋଟ ମିଳିଛି। ସେ ଅଜୟ ରାୟଙ୍କୁ ୧,୫୨,୫୧୩ ଖଣ୍ଡ ଭୋଟରେ ହରାଇଛନ୍ତି। ଅଜୟ ରାୟଙ୍କୁ ୪,୬୦,୪୫୭ ଖଣ୍ଡ ଭୋଟ ମିଳିଛି।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!