ସୋରେନଙ୍କ ହାତରେ ଝାଡ଼ଖଣ୍ଡ

ଝାଡ଼ଖଣ୍ଡ ବିଧାନସଭା ନିର୍ବାନରେ ଜେଏମଏମକୁ ବଡ଼ ସଫଳତା ମିଳିଛି । ପୂର୍ବଥର ଭଳି ଏଥର ମଧ୍ୟ ସହଯୋଗୀ ଦଳ ସହିତ ମିଶି ରାଜ୍ୟରେ ସରକାର ଗଢ଼ିବାକୁ ଯାଉଛି ଜେଏମଏମ । ଆଉ ଦଳର ଏହି ସଫଳତା ପାଇଁ ପତ୍ନୀ କଳ୍ପନା ସୋରେନଙ୍କୁ ଶ୍ରେୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଫଟୋ ପୋଷ୍ଟ କରି କଳ୍ପନାଙ୍କୁ ଷ୍ଟାର କ୍ୟାମ୍ପେନର ବୋଲି ସମ୍ବୋଧିତ କରିବା ସହ ପିଲାଙ୍କୁ ନିଜର ଶକ୍ତି ବୋଲି ଦର୍ଶାଇଛନ୍ତି ।

Post Views11 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!