୪ ଭାରତୀୟଙ୍କୁ ଖେଳରତ୍ନ

ଚାରି ଭାରତୀୟ ଖେଳାଳିଙ୍କୁ ମିଳିବ ଖେଳରତ୍ନ । କ୍ରିଡାରେ ଉଲ୍ଲେଖନୀୟ ଅବଦାନ ପାଇଁ ମିଳୁଛି ଖେଳରତ୍ନ । ଏହି ଲିଷ୍ଟରେ ଚେସ୍‌ ତାରକା ଡି ଗୁକେଶ, ପୁରୁଷ ହକି ଦଳ କ୍ୟାପ୍ଟେନ ହରମନପ୍ରୀତି ସିଂ, ପାରା ଆଥଲେଟ୍‌ ପ୍ରବୀଣ କୁମାର ଏବଂ ସୁଟର ମନୁ ଭାକର ସାମିଲ ଅଛନ୍ତି ।

Post Views3 Total Count

Apply Now


This will close in 0 seconds

error: Content is protected !!