ଆସିଲା ଏକଜିଟ୍ ପୋଲ୍, ଦିଲ୍ଲୀରେ ଏହି ଦଳ ଗଢିପାରେ ସରକାର

ଦିଲ୍ଲୀ ବିଧାନସଭା ନିର୍ବାଚନର ସରିଲା ଭୋଟ। ଭୋଟ ପରେ ଆସିଲା ଏକଜିଟ୍ ପୋଲ ରିପୋର୍ଟ। ଏଥିରେ ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦର୍ଶାଇଛନ୍ତି। ଚାଣକ୍ୟ ରିପୋର୍ଟରେ ବିଜେପିକୁ ବହୁମତ ଦେଇଛି। ବିଜେପିକୁ ୩୯ରୁ ୪୪ ଆସନ ଦେଇଥିବବେଳେ ଆପକୁ ୨୫-୨୮ ଓ କଂଗ୍ରେସକୁ ୨ରୁ ୩ ଆସନ ଦେଇଛି। ସେହିପରି ମାଇଣ୍ଡ ବ୍ରିଙ୍କ୍ ଆପକୁ ବହୁମତ ଦେଇଛି। ଆପକୁ ୪୪ରୁ ୪୯ ସିଟ ଦେଇଥିବାବେଳେ ବିଜେପିକୁ ୨୧ରୁ ୨୫ ସିଟ ଦେଇଛି। କଂଗ୍ରେସକୁ ମାତ୍ର ଗୋଟିଏ ସିଟ୍ ଦେଇଛି। ସେହିପରି ଉଇ ପ୍ରିଜାଇଡ୍ ସଂସ୍ଥା ଆପକୁ ବହୁମତ ଦେଇଛି।

MATRIZE
ଆପ୍ – (32-37)
ବିଜେପି-(35-40)
କଂଗ୍ରେସ-( 00-01)

CHANAKYA
ଆପ୍ -(25-28)
ବିଜେପି- (39-44)
କଂଗ୍ରେସ- (02-03)

P- MARQ
ଆପ୍ – (21-31)
ବିଜେପି-( 39-49)
କଂଗ୍ରେସ-( 00-01)

POLL DIARY
ଆପ୍ – (18-25)
ବିଜେପି-(42-50)
କଂଗ୍ରେସ- (00-01)

Post Views2 Total Count

Apply Now


This will close in 0 seconds

error: Content is protected !!