ବିବାଦରେ ହରଭଜନ

ହରଭଜନ ସିଂହ ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ‘ବ୍ଲାକ୍ ଟ୍ୟାକ୍ସି’ ସହ ତୁଳନା କରିବା ପରେ ଜାତିବାଦୀ ବିବାଦ ସୃଷ୍ଟି ହୋଇଛି । ଆଇପିଏଲ୍ ୨୦୨୫ରେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ର କମେଣ୍ଟ୍ରି ସମୟରେ ହରଭଜନ ଏଭଳି ବୟାନ ଦେଇଛନ୍ତି ।

ପ୍ରଥମ ଇନିଂସର ୧୮ତମ ଓଭରରେ ଆର୍ଚର ହାଇଦ୍ରାବାଦର ବ୍ୟାଟର ଇଶାନ କିଶନ ଓ ହେନରିକ୍ କ୍ଲାସେନଙ୍କୁ ବୋଲିଂ କରୁଥିବା ବେଳେ ଏହି ଘଟଣା ଘଟିଥିଲା । ଓଭରର ଦ୍ବିତୀୟ ଓ ତୃତୀୟ ବଲ୍ରେ କ୍ଲାସେନ ଆର୍ଚରଙ୍କ ବିପକ୍ଷରେ କ୍ରମାଗତ ବାଉଣ୍ଡ୍ରି ମାରିବା ପରେ ହରଭଜନ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ।

Post Views21 Total Count

Apply Now


This will close in 0 seconds

error: Content is protected !!