ଆକାଶରେ ଧ୍ଵଂସ ହେଲା ପାକ୍ ଯୁଦ୍ଧ ବିମାନ

ପାକିସ୍ତାନ ସେନା ଭାରତ ଉପରେ ଆକ୍ରମଣ କରିବାକୁ ଶତ ଚେଷ୍ଟା କରିଛି । ହେଲେ ଭାରତୀୟ ସେନା ପାକିସ୍ତାନର ଏହି ପ୍ରୟାଶ ଉପରେ କଡା ଜବାବ ଦେଇଛି ।

ସୂଚନା ମୁତାବକ ପାକିସ୍ତାନ ସେନା ଜମ୍ମୁ ବିମାନବନ୍ଦର, ରେଳ ଷ୍ଟେସନ ବ୍ୟତୀତ ପଠାନକୋଟ ଓ ରାଜସ୍ଥାନର ଜୈସଲମେର ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ।

ଏହାର ଜବାବରେ ଭାରତୀୟ ସେନା ପାକିସ୍ତାନର ୩ଟି ଯୁଦ୍ଧ ବିମାନ ନଷ୍ଟ କରିଦେଇଛି । ଏହି ଯୁଦ୍ଧ ବିମାନ ଭିତରେ ରହିଛି । ଗୋଟିଏ ଏଫ-୧୬ ଓ ଦୁଇଟି ଜେଏଫ୍ ୧୭ ବିମାନ ସାମିଲ ରହିଛି ।

Post Views5 Total Count

Apply Now


This will close in 0 seconds

error: Content is protected !!