ବଡ଼ଚଣା ଥାନା ପୂର୍ବତନ IIC ମଧୁସ୍ମିତା ବେହେରାଙ୍କୁ ନିଲମ୍ବିତ କଲେ ପୁଲିସ ଡିଜି

ବଡ଼ଚଣା ଥାନାର ପୂର୍ବତନ ଥାନା ଅଧିକାରୀ ମଧୁସ୍ମିତା ବେହେରା ସସ୍ପେଣ୍ଡ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ ତାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ପୁଲିସ ଡିଜି।

ମଧୁସ୍ମିତା ବେହେରାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ପଦର ଅପବ୍ୟବହାର କରିବା ନେଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡିଛ।

ବଡ଼ଚଣା ଥାନାର ପୂର୍ବତନ ଥାନା ଅଧିକାରୀ ମଧୁସ୍ମିତା ବେହେରା ଜଣେ ଔଷଧ ଦୋକାନି ନାଁରେ ମିଛ ମାମଲା କରି ଟଙ୍କା ଆଦାୟ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ SP ଅଫିସକୁ ବଦଳି ହୋଇଥିଲେ।

Post Views10 Total Count

Apply Now


This will close in 0 seconds

error: Content is protected !!