ଶିତରେ ଥରୁଛି ସାରା ଓଡ଼ିଶା

ରାଜସ୍ଥାନ ଉପରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଆସନ୍ତା ୧୨ ତାରିଖ ଯାଏ ରାଜ୍ୟ ମଧ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେବା ସମ୍ଭାବନା ରହିଛି। ପ୍ରଭାବରେ ରାଜ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନଥିବା ବେଳେ ଅନେକ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀରୁ କମ୍ ରହିବ।

ହେଲେ ୧୩ ତାରିଖ ପରଠୁ ଏକ ପଶ୍ଚିମା ଝଡ଼ ପ୍ରଭାବରୁ ଏହି ବାୟୁ ଚଳାଚଳରେ ପରିବର୍ତ୍ତନ ସହ ରାତି ତାପମାତ୍ରାରେ ବୃଦ୍ଧି ସହ ଶୀତ କମିବା ସମ୍ଭାବନା ରହିଛି। ସେପଟେ ପ୍ରବଳ ଶୀତରେ ଥରହର କନ୍ଧମାଳ। ଜିଲ୍ଲାରେ ୫ ଡିଗ୍ରୀ ତଳେ ରହିଛି ପାରଦ।

Post Views32 Total Count

Apply Now


This will close in 0 seconds

error: Content is protected !!