ପଶ୍ଚିମବଙ୍ଗର ୭ ଜଣ ଅଧିକାରୀଙ୍କୁ ନିଲମ୍ବନ

ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍) କାର୍ଯ୍ୟରେ ଗୁରୁତର ଅବହେଳା ଏବଂ ସାମ୍ବିଧାନିକ କ୍ଷମତାର ଅପବ୍ୟବହାର ନେଇ ପଶ୍ଚିମବଙ୍ଗର ୭ ଜଣ ଅଧିକାରୀଙ୍କୁ ନିଲମ୍ବନ କରିବାକୁ ଭାରତୀୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ପୃକ୍ତ ଅଧିକାରୀମାନେ ସହାୟକ ନିର୍ବାଚନ ପଞ୍ଜିକରଣ ଅଧିକାରୀ ଭାବରେ ନିର୍ବାଚନ ଆୟୋଗ (ଇସି)ଙ୍କ ପାଇଁ କାର୍ଯ୍ୟ କରୁଥିଲେ।

ନିଲମ୍ବିତ ଅଧିକାରୀ ସେଫୋର ରହମାନ, ଡାଲିଆ ରାୟଚୌଧୁରୀ, ନୀତୀଶ ଦାସ, ଶେଖ୍‌ ମୁର୍ସିଦ ଆଲାମ, ସତ୍ୟଜିତ୍ ଦାସ, ଜୟଦୀପ କୁଣ୍ଡୁ ଓ ଦେବାଶିଷ ବିଶ୍ବାସ ବୋଲି ଜଣାପଡ଼ିଛି ।

Post Views19 Total Count

Apply Now


This will close in 0 seconds

error: Content is protected !!