ବରିଷ୍ଠ ଚଳଚ୍ଚିତ୍ର ନିର୍ମାତା ରବି ସ୍ବାଇଁଙ୍କ ଦେହାନ୍ତ

ବରିଷ୍ଠ ଚଳଚ୍ଚିତ୍ର ନିର୍ମାତା ରବି ସ୍ବାଇଁଙ୍କ ଦେହାନ୍ତ,ଲିଭର ସୋରିଆସିସ ରୋଗରେ ପୀଡ଼ିତ ଥିଲେ ପ୍ରଯୋଜକ । ବରିଷ୍ଠ ଚଳଚ୍ଚିତ୍ରନିର୍ମାତା ତଥା ପିପିଲି ଅଞ୍ଚଳର ଶିଳ୍ପପତି ଏବଂ ସମାଜସେବୀ ରବି ସ୍ବାଇଁଙ୍କର ୭୫ବର୍ଷ ବୟସରେ ଆଜି ସକାଳ ପ୍ରାୟ ୬ଟାରେ ଚିକିତ୍ସାଧୀନ ଅବସ୍ଥାରେ ବିୟୋଗଘଟିଛି ।

ସେ ଲିଭର ସୋରିଆସିସ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ “ଜୋର ଯାର ମୂଲକ ତାର”, ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ “କି ହେବ ଶୁଆ ପୋଷିଲେ”, ଅବତାର ସିଂହଙ୍କ ନିର୍ଦ୍ଦେଶିତ”ପଞ୍ଜୁରୀ ଭିତରେ ଶାରୀ ” ଏବଂ ଉଦଣ୍ଡୀ ସୀତା” ଚଳଚିତ୍ରର ସେ ନିର୍ମାତା ଥିଲେ । ଏହା ରାଜ୍ୟରେ ବେଶ ଆଦୃତ ହୋଇଥିଲା

Post Views21 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!