ନାଟୁ ନାଟୁକୁ ବେଷ୍ଟ ଅରିଜିନାଲ ସଙ୍ଗ-୨୦୨୩ ଆଓ୍ବାର୍ଡ

ବକ୍ସ ଅଫିସରେ ସୁପର ଡୁପର ହୋଇଥିବା ରାଜମୌଲିଙ୍କ ଏହି ଫିଲ୍ମ ପୂରା ବିଶ୍ବରେ ପ୍ରଶଂସା ସାଉଣ୍ଟିଛି ।

ଆମେରିକାରେ ଚାଲିଥିବା ଗୋଲ୍ଡେନ ଗ୍ଲୋବର ୮୦ ତମ ସଂସ୍କରଣରେ ନାଟୁ ନାଟୁକୁ ବେଷ୍ଟ ଅରିଜିନାଲ ସଙ୍ଗ ଆଓ୍ବାର୍ଡ ମିଳିଛି ।

ବେଷ୍ଟ ଅରିଜିନାଲ ସଙ୍ଗ୍ ଆଓ୍ବାର୍ଡ ପାଇଲା ନାଟୁ ନାଟୁ । ଗୋଲ୍ଡେନ ଗ୍ଲୋବରେ ଆଓ୍ବାର୍ଡ ଜିତିବା ପରେ RRR ଫିଲ୍ମ ନିର୍ଦ୍ଦେଶକ, ଷ୍ଟାରକାଷ୍ଟ ଓ ମ୍ୟୁଜିକ କମ୍ପୋଜରଙ୍କୁ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିଛି ।

ଲିଜେଣ୍ଡେରୀ ମ୍ୟୁଜିକ କମ୍ପୋଜର ଏମଏମ କେରାବନୀ ଷ୍ଟେଜ ଉପରେ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ଆଓ୍ବାର୍ଡ ସେରେମନିରେ RRR ଷ୍ଟାର କାଷ୍ଟ ଜୁନିଅର ଏନଟିଆର, ରାମଚରଣ ଓ ଫିଲ୍ମ ନିର୍ଦ୍ଦେଶକ ଏସ ଏସ୍ ରାଜମୌଲୀ ସାମିଲ ହୋଇଥିଲେ ।

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!