୩ଦିନ ଚଢାଉ ପରେ ସାମ୍ନା କୁ ଆସିଲା ବଡ ପ୍ରମାଣ

୩ଦିନ ଚଢାଉ ପରେ ବିବିସି ତରଫରୁ ଇଣ୍ଟରନ୍ୟାସନାଲ ଟ୍ୟାକ୍ସକୁ ନେଇ କିଛି ଅନିୟମିତତା ହୋଇଥିବାର ପ୍ରମାଣ ମିଳିଛି ।

ବିଭାଗ କହିଛି କି ଚଢାଉରୁ ପ୍ରମାଣ ମିଳିଛି କି, ବିବିସି ତରଫରୁ ନିଜର ଆୟ କମ୍ ଦେଖାଇ ଟ୍ୟାକ୍ସ ବଞ୍ଚାଇବାକୁ ଚେଷ୍ଟା କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୨୦୦୨ ଗୁଜରାଟ ଦଙ୍ଗା ଉପରେ ବିବିସି ତରଫରୁ ଏକ ଡକ୍ୟୁମେଣ୍ଟାରୀ ଜାରି କରାଯିବାର ଗୋଟିଏ ସପ୍ତାହ ପରେ ଆୟକର ବିଭାଗ ଅଭିଯୋଗ କରିଛି କି, ବିବିସିର ବିଭିନ୍ନ ୟୁନିଟ ଦ୍ୱାରା ଘୋଷିତ ଆୟ ଏବଂ ଲାଭ ଭାରତରେ କାର୍ଯ୍ୟର ପରିମାଣ ସହିତ ସମାନ ନୁହେଁ ।

୩ ଦିନ ଚଢାଉ କରିବା ପରେ ଆୟକର ବିଭାଗ ଏହି ବଡ ଦାବି କରିଛି ।

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!