ମାର୍ଚ୍ଚ ୩୧ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ, ମେ ୨୮ରେ ଫାଇନାଲ

ଆଇପିଏଲର ଶୁଭାରମ୍ଭ ମାର୍ଚ୍ଚ ମାସ ୩୧ ତାରିଖରୁ ହେବ । ଯେଉଁଥିରେ କି ମୋଟ ୭୦ଟି ଲିଗ୍ ମ୍ୟାଚ୍ ଖେଳାଯିବ ।ଚଳିତ ଥର ଆଇପିଏଲ୍ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିବେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ୍ ।

ଆଇପିଏଲର ପ୍ରଥମ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଆଇପିଏଲ୍ ୨୦୨୩ ସିଜିନ୍ ପାଇଁ ସିଡ୍ୟୁଲ୍ ଜାରି କରିଛି ।

ଏଥର ତେବେ ମିଳିଥିବା ସୂଚନା ମୁତାବକ ଚଳିତ ବର୍ଷ ଆଇପିଏଲର ଫାଇନାଲ ମ୍ୟାଚ୍ ମେ ମାସ ୨୮ ତାରିଖରେ ଖେଳାଯିବ ।ଟୁର୍ଣ୍ଣାମେଣ୍ଟରେ ଏଥର ୧୦ଟି ଟିମ୍ ରହିବା ସହିତ ୭୦ଟି ଲିଗ୍ ମ୍ୟାଚ୍ ଓ ଏହାହ ପ୍ଲେ-ଅଫ୍ ମ୍ୟାଚ୍ ଦେଖିବାକୁ ମିଳିବ ।

Post Views43 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!