ଶୁବମନ ଗିଲଙ୍କୁ ଡେଙ୍ଗୁ । ଡେଙ୍ଗୁ କାରଣରୁ ମ୍ୟାଚରୁ ଶୁବମନ ବାଦ୍ ପଡିବା ଏକରକମ ନିଶ୍ଚିତ ହୋଇଥିବାବେଳେ ତାଙ୍କ ବଦଳରେ କିଏ ଖେଳିବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆସନ୍ତା ୮ ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ମୁକାବିଲା ହେବାକୁ ଯାଉଥିବାବେଳେ ଶୁବମନଙ୍କୁ ଡେଙ୍ଗୁ ଇଣ୍ଡିଆ ଟିମ୍କୁ ଚିନ୍ତାରେ ପକାଇଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ବିସିସିଆଇର ମେଡିକାଲ ଟିମ ମନିଟରିଂକରୁଥିବା ସୂଚନା ମିଳିଛି । ଆଜି ଗିଲଙ୍କ ଆଉ ଏକ ରାଉଣ୍ଟ ଟେଷ୍ଟ କରାଯିବ । ମେଡିକାଲ ଟେଷ୍ଟ ପରେ ବିସିସିଆଇ ତାଙ୍କ ସହ ଆଲୋଚନା କରିବ ।
Related Posts
ୟୁଟ୍ୟୁବ୍ ପ୍ରବଚନ ଆଢ଼ୁଆଳରେ କଳା କାରନାମା: ଗିରଫ ହେଲା IIT ଗ୍ରାଜୁଏଟ୍ ଢୋଙ୍ଗୀ ବାବା
ମଥୁରା: ଧର୍ମ ଏବଂ ଆଧ୍ୟାତ୍ମିକତାର ମୁଖା ପିନ୍ଧି ଶିକ୍ଷିତ ମହିଳା ଓ ଯୁବତୀମାନଙ୍କୁ ଶୋଷଣ କରୁଥିବା ଜଣେ ହାଇଟେକ୍ ଢୋଙ୍ଗୀ…
ପଶିଆସିଲା କୁକୁର, ଦୁର୍ଘଟଣାର ସମ୍ମୁଖୀନ ହେଲେ କର୍ଣ୍ଣାଟକ ମନ୍ତ୍ରୀ
କର୍ଣ୍ଣାଟକର ମହିଳା ଓ ଶିଶୁ ବିକାଶ କଲ୍ୟାଣ ମନ୍ତ୍ରୀ ଲକ୍ଷ୍ମୀ ହେବାଲକରଙ୍କ କାର୍ ମଙ୍ଗଳବାର ସକାଳେ ଏକ ବଡ଼ ଦୁର୍ଘଟଣାର…
ଗୋଦାମର ଛାତ ଭୁଶୁଡିବା ଘଟଣାରେ ୯ ମୃତ,୨ ଲକ୍ଷ ଟଙ୍କା ଘୋଷଣା କଲେ ମୋଦି
ପଶ୍ଚିମବଙ୍ଗ କୋଲକତାର ତାରାତଲାରେ ନିର୍ମାଣାଧୀନ ଗୋଦାମର ଛାତ ଭୁଶୁଡିବା ଘଟଣାରେ ୯ ଜଣଙ୍କ ଜୀବନ ଚାଲିଯାଇଛି । ଏବେ ବି…

