ଲଗାତାର ରେପୋ ରେଟରେ କୌଣସି ପରିବର୍ତ୍ତନ ହୋଇନାହିଁ ।RBIର ମନିଟାରୀ ପଲିସି କମିଟି ବୈଠକ ପରେ ରେପୋ ରେଟକୁ ପୂର୍ବଭଳି 6.5 ପ୍ରତିଶତରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏବେ ଲୋନ୍ ଏବଂ EMIରେ କୌଣସି ବୃଦ୍ଧି ହେବାର ସମ୍ଭାବନା ନାହିଁ । ଅଶୋଧିକ ତୈଳ ଦରରେ ବୃଦ୍ଧି, ବିଶ୍ବ ବଜାରରେ ଖାଦ୍ୟ ସାମଗ୍ରୀ ଓ ଶକ୍ତି ଦରରେ ବୃଦ୍ଧି, ଭାରତରେ ବିଭିନ୍ନ ଡାଲି ଜାତୀୟ ସାମଗ୍ରୀର ଉତ୍ପାଦନରେ ହ୍ରାସ ଏବଂ ଅନିଶ୍ଚିତ ମୁଦ୍ରାସ୍ଫିତୀକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଏଭଳି ପଦକ୍ଷେପ ନେଇଥିବା ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ।
Related Posts
ପାକିସ୍ତାନର ଗୁଳିବର୍ଷାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ନିଯୁକ୍ତି ପତ୍ର ବଣ୍ଟନ
ଜମ୍ମୁ-କଶ୍ମୀର ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପୁଞ୍ଚରେ ପହଞ୍ଚିବା ପରେ ପାକିସ୍ତାନ ଆକ୍ରମଣରେ ପ୍ରଭାବିତ ଲୋକଙ୍କୁ ଭେଟିଛନ୍ତି…
ରୋଚକ ମହାରାଷ୍ଟ୍ର ରାଜନୀତି, ଉଦ୍ଧବଙ୍କ ‘ସାମନା’ରେ ଫଡନାଭିସଙ୍କ ପ୍ରଶଂସା,
ମହାରାଷ୍ଟ୍ର ରାଜନୀତିରେ ଯାହା ସବୁ ଘଟିପାରେ ତାହା ସମସ୍ତେ ଦେଖିଛନ୍ତି । ଏଠାରେ ପ୍ରତ୍ୟେକ ମୁହୂର୍ତ୍ତରେ ରାଜନୀତି କଡ ଲଉଟାଇଥାଏ।…
ଭାରତରୁ ଏହି ଖେଳାଳି ନେଇଗଲେ ୮୯ କୋଟି
ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ୍ର ଲିଓନେଲ୍ ମେସିଙ୍କ ୩ ଦିନିଆ ଭାରତ ଗସ୍ତକୁ ନେଇ ଏ ଯାଏଁ ଥମୁନି ଚର୍ଚ୍ଚା ।…

