ୟୁପିଡିଏର ବାର୍ଷିକ ସାଧାରଣ ଅଧିବେଶନ

ଉତ୍କଳ ପେଟ୍ରୋଲିୟମ ଡିଲର୍ସ ଆସୋସିଏଶନ (ୟୁପିଡିଏ)ର ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ପରିଶେଷରେ ୟୁପିଡିଏର ନୂତନ କର୍ମକର୍ତ୍ତା ଓ କାର୍ଯ୍ୟାଳୟ ସଦସ୍ୟ ମନୋନୀତ କାର୍ଯ୍ୟକ୍ରମ ବିଧିବଦ୍ଧ ଭାବେ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବରିଷ୍ଠ ବ୍ୟବସାୟୀ ବିଶ୍ୱଜିତ ପଟ୍ଟନାୟକ ୟୁପିଡିଏର ସଭାପତି ଭାବେ ମନୋନୀତ ହୋଇଥିବାବେଳେ ଉପସଭାପତି ପ୍ରଦୀପ୍ତ କୁମାର ଦାସ, ସାଧାରଣ ସମ୍ପାଦକ ସଞ୍ଜୟ ଲାଠ,କୋଷାଧ୍ୟକ୍ଷ ମହେନ୍ଦ୍ର ସିଂ କଲସୀ ଏବଂ ଯୁଗ୍ମ ସମ୍ପାଦକ ଭାବେ ପବିତ୍ର ମୋହନ ଦାସ ଓ କାଳୀକିଙ୍କର ମୁଖାର୍ଜୀ ମନୋନୀତ ହୋଇଛନ୍ତି।
ଏହି ପରିପ୍ରେକ୍ଷୀରେ ୟୁପିଡିଏର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ଆସୋସିଏଶନର ସମସ୍ତ କାର୍ଯ୍ୟକଳାପ ଓ ଏଜିଏମର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!