ଚମ୍ପୁଆର ପୂର୍ବତନ ତଥା ପ୍ରଭାବଶାଳୀ ବିଧାୟକ ସନାତନ ମହାକୁଡ଼ ଙ୍କ ଘରେ ଆୟକର ବିଭାଗ।
କୋଟି କୋଟି ଟଙ୍କା ଆୟକର ଫାଙ୍କିଥିବା ତାଙ୍କ ନାଁରେ ଅଭିଯୋଗ ଥିଲା। ପୂର୍ବରୁ ମଧ୍ୟ ଏହି ଅଭିଯୋଗ ଆଧାରରେ ଆୟକର ବିଭାଗ ତାଙ୍କ ଘରେ ଚଢ଼ାଉ କରିଥିଲା।
ଭୁବନେଶ୍ୱର ଥିବା ଆଲିସାନ ଘର ଓ ଅଫିସ ସମେତ ୩ଟି ସ୍ଥାନରେ ଚଢ଼ାଉ କରାଯାଇଛି।
ଭୁବନେଶ୍ୱରରେ ଚାଲିଥିବା ଚଢ଼ାଉରେ ଆୟକର ବିଭାଗର ୩ଟି ଟିମ୍ ସାମିଲ ଅଛନ୍ତି। ପ୍ରତିଟିମ୍ରେ ଟିମ୍ରେ ୧୦ ଜଣ ଆୟକର ବିଭାଗର ସଦସ୍ୟ ଅଛନ୍ତି।

