୭.୫୦ କୋଟି କାର୍‌ ଧରି ବାହାରିଲେ ଆକାଶ ଅମ୍ବାନୀ

ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କ ଲଗଜୁରୀ କାର ପ୍ରତି ବହୁତ ଦୁର୍ବଳତା ରହିଛି। ସେ ଏକାଧିକ ଲଗଜୁରୀ କାର କିଣିଛନ୍ତି।
କିଛିଦିନ ହେବ ଆକାଶ ଅମ୍ବାନୀ ମୁମ୍ବାଇ ରାସ୍ତାରେ ଏକ ଲାଲରଙ୍ଗର ଫେରାରି ଏସଏଫ୯୦ ସ୍ପୋର୍ଟ କାର ଚଲାଉଥିବା ନଜର ଆସିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କୁହାଯାଉଛି କି ଭାରତୀୟ ବଜାରରେ ଫେରାରିର ଏହି ସ୍ପୋର୍ଟ କାରର ଆରମ୍ଭ ମୂଲ୍ୟ ୭.୫୦ କୋଟି ଟଙ୍କା ରହିଛି।
ଆକାଶ ଅମ୍ବାନୀଙ୍କ ଏକ ଫ୍ୟାନ ପେଜରେ ଏହାର ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ଯେଉଁଥିରେ ଦେଖିବାକୁ ମିଳୁଛି କି, ଆକାଶ ନିଜେ କାର ଚଲାଉଛନ୍ତି।

Post Views50 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!