ଆଦିପୁରୁଷ ପାଇଁ ପ୍ରଭାସ ନେଇଛନ୍ତି 150 କୋଟି

ଚର୍ଚ୍ଚାରେ ଅପକମିଂ ଫିଲ୍ମ ଆଦିପୁରଷ । ଏବେ ମୁଭିର ବଜେଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଲିଡ ରୋଲରେ ଥିବା ପ୍ରଭାସ ଆଦିପୁରୁଷ ପାଇଁ ୧୫୦ କୋଟି ନେଇଥିବା ଶୁଣିବାକୁ ମିଳୁଛି ।ଏହାସହ ସୀତାଙ୍କ ଭୁମିକାରେ ଅଭିନୟ କରିଥିବା ବଲିଉଡ ଅଭିନେତ୍ରୀ କ୍ରିତି ସାନନ ମଧ୍ୟ ୩ କୋଟି ଚାର୍ଜ ନେଇଥିବା ଜଣାପଡିଛି । ତେବେ ନିକଟରେ ଏହାର ଟ୍ରେଲନ ରିଲିଜ ହୋଇଥିଲା । ଦର୍ଶକ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି । ଏମ ରାଉତଙ୍କ ନିର୍ଦ୍ଦେଶିତ ଓ ଟ୍ ସିରିଜ ବ୍ୟାନରରେ ତିଆରି ହୋଇଥିବା ଏହି ମୁଭି ଆସନ୍ତା ମାସ ଜୁନ ୧୬ ରିଲିଜ ହେବାକୁ ଯାଉଛି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!