ହିମାଚଳପ୍ରଦେଶର ସାଙ୍ଘାତିକ ଚିତ୍ର

ଜଳବାୟୁ ପରିବର୍ତ୍ତନ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛି। ଏହାର କୁପ୍ରଭାବ ମନୁଷ୍ୟ ସହିତ ପ୍ରକୃତି ଉପରେ ପଡୁଛି। ହିମାଚଳ ପ୍ରଦେଶରୁ ଏହାର ଏକ ଚିତ୍ର ସାମ୍ନାକୁ ଆସିଛି। ଚଳିତ ବର୍ଷ ଏହି ରାଜ୍ୟରେ ପ୍ରକୃତିର ନିୟମ ବଦଳିଛି। ହିମାଳୟ କ୍ଷେତ୍ରରେ ତୁଷାରପାତର ଧାରାରେ ପରିବର୍ତ୍ତନ ହୋଇଛି। ଶୀତ ଦିନ ପରିବର୍ତ୍ତେ ଖରା ଦିନେ ଅଧିକ ତୁଷାରପାତ ହୋଇଛି। ଶୀତ ଋତୁରେ ପାହାଡରେ ନାମମାତ୍ର ବରଫ ପଡିଛି। ଡିସେମ୍ବରରୁ ଫେବୃଆରୀ ମଧ୍ୟରେ ବରଫ ଆଚ୍ଛାଦିତ ଅଞ୍ଚଳ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ପ୍ରଥମ ଥର ପାଇଁ ସିମ୍ଲାରେ ତୁଷାରପାତ ହୋଇନାହିଁ। ଏଥିପାଇଁ ରିପୋର୍ଟରେ ଇ-ଭେଇକିଲ ଏବଂ ଅକ୍ଷୟ ଶକ୍ତି ବ୍ୟବହାର ଲାଗି ପରାମର୍ଶ ଦିଆଯାଇଛି।

Post Views76 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!