ଦୋକାନୀମାନେ ୨ ହଜାର ଟଙ୍କିଆ ନୋଟ ନେବାକୁ ମନାକରିପାରିବେ ନାହିଁ

ଗ୍ରାହକଙ୍କଠାରୁ ୨ହଜାର ଟଙ୍କିଆ ନୋଟ ଗ୍ରହଣ କରିବାକୁ ଦୋକାନୀ ମନା କରିପାରିବେ ନାହିଁ । ବଜାରରୁ ଫେରିବ ୨ ହଜାର ଟଙ୍କିଆ ନୋଟ ।

କିନ୍ତୁ ବୈଧ ରହିବ ନୋଟ । ଏ ନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଆମେ ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର କରି ନେଉଛୁ। କିନ୍ତୁ ତା’ମାନେ ନୁହେଁ ଯେ ଏବେ ଏହା ଅବୈଧ। ଏବେ ଏହାର କାରବାର ଚାଲିପାରିବ। କେହି ଏହାକୁ ନେବାକୁ ମନା କରିପାରିବେ ନାହିଁ।

ସେ କହିଛନ୍ତି, ଆମେ ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର କରି ନେଉଛୁ। କିନ୍ତୁ ତା’ମାନେ ନୁହେଁ ଯେ ଏବେ ଏହା ଅବୈଧ। ଏବେ ଏହାର କାରବାର ଚାଲିପାରିବ। କେହି ଏହାକୁ ନେବାକୁ ମନା କରିପାରିବେ ନାହିଁ।

Post Views38 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!