ଏଣିକି ଶୈବ ପୀଠରେ ଗଞ୍ଜେଇ ବ୍ୟବହାର ଉପରେ ଲାଗିବ ରୋକ

ଏଣିକି ଶୈବପୀଠରେ ଗଞ୍ଜେଇର ଅପବ୍ୟବହାର ଉପରେ ରୋକ ଲାଗିବ। ଏ ନେଇ ରାଜ୍ୟ ସଂସ୍କୃତି ବିଭାଗ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଛି । ମହାଦେବଙ୍କ ନିକଟରେ ଗଞ୍ଜେଇ ଭୋଗ ଲାଗେ ।

ମାତ୍ର ଯେପରି ମନ୍ଦିରରେ ବ୍ୟବହାର ନାଁରେ ଅପବ୍ୟବହାର ନହୁଏ, ସେ ଦିଗରେ ବିହିତ ପଦକ୍ଷେପ ନେବାକୁ ଜିଲାପାଳମାନଙ୍କୁ ଚିଠି ଲେଖାଯାଇଛି ।

ଗଞ୍ଜେଇର ଅପବ୍ୟବହାର ବନ୍ଦ ପାଇଁ ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଥିଲା । ଏହାପରେ ସଂସ୍କୃତି ବିଭାଗ ପକ୍ଷରୁ ଜିଲାପାଳମାନଙ୍କୁ ଚିଠି ଲେଖାଯାଇଛି

Post Views71 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!