‘ଲିଓ’ ପାଇଁ ବିଜୟ ନେଇଛନ୍ତି ୨୦୦ କୋଟି

ଆସୁଛି ଥାଲାପତି ବଜୟଙ୍କ ହାଇବଜେଟ ଫିଲ୍ମ । ଯାହାର ନାଁ ରଖାଯାଇଛି ଲିଓ । ଏହି ମୁଭି ଗ୍ୟାଙ୍ଗଷ୍ଟର୍‌ଙ୍କ କାହାଣୀ ଉପରେ ଆଧାରିତ ।ଏଥିରେ ଲିଡ ରୋଲରେ ଆସିବାକୁ ଯାଉଛନ୍ତି ବିଜୟ । ତାଙ୍କ ସହ ଅନ୍ୟ ନାମିଦାମୀ କଳାକାରଙ୍କୁ ଦର୍ଶକ ଦେଖିବାକୁ ପାଇବେ । ତେବେ ଶୁଣିବାକୁ ମିଳୁଛି ଫିଲ୍ମ ଲିଓ ପାଇଁ ବିଜୟ ୨୦୦ କୋଟି ଚାର୍ଜ କରିଛନ୍ତି , ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅବଶ୍ୟ ଥାଳାପତି ବିଜୟଙ୍କ ତରଫରୁ ଏନେଇ ବିଧିବଦ୍ଧ ଭାବେ କିଛି ସୂଚନା ଦିଆଯାଇ ନାହିଁ। ତେବେ ଫିଲ୍ମ ଆସନ୍ତା ଅକ୍ଟୋବର ୨୩ରେ ରିଲିଜ ହେବାକୁ ଯାଉଛି ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!