ବିଶ୍ବର ଧନୀ ଭିକାରୀ, କୋଟି କୋଟି ଟଙ୍କାର ମାଲିକ

ଜଣେ ଭିକାରୀ ଏବେ କୋଟି କୋଟି ଟଙ୍କାର ମାଲିକ  । ଆପଣଙ୍କୁ ଏ କଥାଟା ଆଶ୍ଚର୍ଯ୍ୟ ଲାଗୁଥିବ । ହେଲେ ଏହା ସତ ଭିକାରୀ ଜଣଙ୍କ ହେଲେ ଭାରତ ଜୈନ୍  । ଭାରତ ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ଭିକ୍ଷାବୃତ୍ତି କରି ପେଟ ପୋଷନ୍ତି  ।  ପ୍ରତିଦିନ ସେ ଭିକ୍ଷା ବୃତ୍ତି କରି ଲକ୍ଷାଧିକ ଟଙ୍କା ପାଇଥାନ୍ତି  । ଏହି ଟଙ୍କାରୁ ସେ ମୁମ୍ବାଇରେ ଏକ ଦୁଇ ବେଡ୍‌ରୁମ୍ ବିଶିଷ୍ଟ ଫ୍ଲାଟ ମଧ୍ୟ କିଣିଛନ୍ତି  । ଏହି ଫ୍ଲାଟର ମୂଲ୍ୟ ଏକ କୋଟି ଦୁଇ ଲକ୍ଷ ଟଙ୍କା ବୋଲି ଆକଳନ ହୋଇଛି । ସେ ଦୁଇଟି ଦେକାନ ମଧ୍ୟ ଭଡାକୁ ଦେଇଛନ୍ତି  । ସେ ପ୍ରତିଦିନ ୧୨ରୁ ୧୪ ଘଣ୍ଟା ଭିକ୍ଷା ମାଗିଥାନ୍ତି  ।ଏତେ ଧନୀ ହେଲେ ବି ସେ ଭିକ୍ଷାବୃତ୍ତି ଛାଡୁନାହାନ୍ତି ।ଭାରତ ପ୍ରତିଦିନ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନାଲ ଏବଂ ଆଜାଦ ମଇଦାନ ସହ ଅନ୍ୟ ଏରିଆରେ ମଧ୍ୟ ଭିକ୍ଷାବୃତ୍ତି କରିଥାନ୍ତି । ଭାରତ ଏବେ ପାରେଲରେ ଥିବା ୱାନବିଏଚକେ  ଫ୍ଲାଟରେ ପରିବାର ସହ ରହୁଛନ୍ତି  ।

 

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!