ସୋନମଙ୍କ କମବ୍ୟାକ୍‌, ବ୍ଲାଇଣ୍ଡରେ ଦମଦାର୍‌ ଅଭିନୟ

ସୋନମଙ୍କ କମବ୍ୟାକ୍‌  । ଓଟିଟିରେ ଡେବ୍ୟୁ କଲେ ସୋନମ କପୁର । ନିକଟରେ ରିଲିଜ ହୋଇଥିବା ଫିଲ୍ମ ବ୍ଲାଇଣ୍ଡରେ ଲିଡ୍‌ ରୋଲରେ ନଜର ଆସିଛନ୍ତି ସୋନମ୍‌ । ମା ହେବା ପରେ ଏହା ତାଙ୍କର ପ୍ରଥମ ସିନେମା । ଫିଲ୍ମଟି ଏକ କୋରିଆନ ମୁଭିର ରିମେକ । କ୍ରାଇମ ଥ୍ରିଲର ଉପରେ ଆଧାରିତ ।  ଜଣେ ବ୍ଲାଇଣ୍ଡ ମହିଳା ପୋଲିସ ଅଧିକାରୀଙ୍କ କାହାଣୀ ଉପରେ ଏହା ଆଧାରିତ । ତେବେ ଫିଲ୍ମ ଓଟିଟିରେ ହିଟ୍‌ କରିବା ନେଇ ଆଶା ରଖିଛନ୍ତି ମେକର୍ସ । ଫିଲ୍ମର ଡରେକ୍ଟର ସୋମ ମଖିଜା ।

Post Views10 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!