ଆସୁଛି `ଗଦର୍-୩’

ଗଦର ପରେ ଗଦରର ପାର୍ଟ ୨ , ଏବେ ଆସିବାକୁ ଯାଉଛି ଗଦରର ପାର୍ଟ ୩ । ଏବେ ଶୁଣିବାକୁ ମିଳୁଛି ଅନିଲ ଶର୍ମା ଦର୍ଶକଙ୍କ ପାଇଁ ଗଦର-୩ ଆଣିବାକୁ ଯାଉଛନ୍ତି । ସନ୍ନି ଦେଓଲ ତାରା ସିଂ ହୋଇ ପୁଣି ଧମାଲ କରିବେ । ସନ୍ନି-ଆମିଶାଙ୍କ ଯୋଡି ପୁଣିଥରେ ଫିଲ୍ମରେ ଜବରଦସ୍ତ ଲୋକପ୍ରିୟତା ହାସଲ କରିବ। ତେବେ ଏଥର ଭିଲେନଙ୍କ ବିଷୟରେ ଆଲୋଚନା ଜୋରସୋରରେ ଚାଲିଛି। ତେଣୁ ଫିଲ୍ମ ଗଦର-୩  ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ୨୦୨୪ ମସିହାରେ ଗଦର-୩ ର ଅଫିସିଆଲ ଘୋଷଣା କରାଯିବ। ଫିଲ୍ମର ରିଲିଜ ଅଗଷ୍ଟ ୨୦୨୫ରେ ହେବ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!