`କାଲା ପାନୀ’ ଟ୍ରେଲର୍‌ ରିଲିଜ୍‌

ନେଟ୍‌ଫ୍ଲିକ୍ସରେ ରିଲିଜ ହୋଇଥିବା ନୂଆ ଓ୍ବେବ୍‌ସିରିଜ କାଲା ପାନିର ଟ୍ରେଲରକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । କଲା ପାନିର ଟ୍ରେଲର ନିକଟରେ ରିଲିଜ ହୋଇଯାଇଛି । ଏଥିରେ ଦମ୍‌ଦାର ଆକ୍ସନ ଓ ଥ୍ରିଲର୍‌ ଓ ସସ୍‌ପେନ୍ସ ଦେଖିବାକୁ ପାଇବେ ଦର୍ଶକ । ଏହି ସିରିଜ୍‌ରେ ମୋନା ସିଂ ଲିଡ୍‌ ରୋଲେ ନଜର ଆସିବେ । ତେବେ କାହାଣୀଟି ଆଣ୍ଡାମାନ ଓ ନିକୋବର ଉପରେ ଆଧାରିତ ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!