ଶାହାରୁଖଙ୍କୁ Y+

ମନ୍ନତରେ କଡା ସୁରକ୍ଷା। ବଢିଲା ବଲିଉଡ୍‌ ସୁପରଷ୍ଟାର କିଙ୍ଗଖାନ ଶାହାରୁଖହ୍କ ସୁରକ୍ଷା । ସୋସିଆଲ ମିଡିଆରୁ ହତ୍ୟା ଧମକ ମିଳୁନଥିବାରୁ ତାଙ୍କୁ Y+ସୁରକ୍ଷା ପ୍ରଦାନ କରାଯାଇଛି । ପଠାନ ଓ ଜଓ୍ବାନ ଭଳି ବ୍ଲକବଷ୍ଟର ମୁଭିରେ କାମ କରିବା ପରେ ତାଙ୍କୁ ଏଭଳି ଧମକ ଆସୁଥିବା ସେ ଅଭିଯୋଗ କରିଛନ୍ତି । ମହାରାଷ୍ଟ୍ର ସରକାର ଏଥିପାଇଁ ହାଇ ସିକ୍ୟୁରିଟିର ପଦକ୍ଷେପ ନେଇଛନ୍ତି । ଏବେ ଶାହରୁଖଙ୍କ ସହ ୧୧ ଜଣ ସୁରକ୍ଷାକର୍ମୀ ସାମିଲ ହେବେଯେଉଁଥିରେ ୬ ଜଣ କମାଣ୍ଡୋ , ୪ ପୋଲିସକର୍ମୀ, mp  -5 ମେସିନ ଗନ୍‌ ଇତ୍ୟାଦି ।ତେବେ ଆଗକୁ ଆସୁଛି ଶାହାରୁଖଙ୍କ ନୂଆ ଫିଲ୍ମ ଡଙ୍କି ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!